ହାପିବାର୍ଥ ଡେ’ ବିରାଟ୍‌

ଆଜି ଇଣ୍ଡିଆନ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ବିରାଟ କୋହଲିଙ୍କ ଜନ୍ମଦିନ  । ୩୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ବିରାଟ । ଆଜି ଜନ୍ମଦିନରେ ଖେଳିବେ ବିରାଟ୍‌ । ଜନ୍ମ ଦିନରେ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ମାରି ରେକର୍ଡ କରିପାରନ୍ତି କୋହଲି । ବିରାଟ ତାଙ୍କ ଜନ୍ମ ଦିନରେ ନିଜ ଦିନିକିଆ କ୍ୟାରିୟରର ୪୯ତମ ଶତକ ହାସଲ କରି ଏହାକୁ ଆହୁରି ସ୍ମରଣୀୟ କରିବେ ବୋଲି ମଧ୍ୟ ସମସ୍ତେ ଆଶା କରିଛନ୍ତି । କୋହଲିଙ୍କ ଜନ୍ମଦିନ ଅବସରରେ ୭୦ ହଜାର ମାସ୍କ ବାଣ୍ଟିବାକୁ ନିଷ୍ପତ୍ତି ନେଇଛି ବେଙ୍ଗଲ କ୍ରିକେଟ ଆସୋସିଏସନ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!