ଲଞ୍ଚ ହେବ ଇସ୍ରୋର ଚନ୍ଦ୍ରୟାନ-୩ । ଜୁଲାଇ ୧୪ରେ ଲଞ୍ଚ ହେବାକୁ ଯାଉଛି ଚନ୍ଦ୍ରୟାନ-୩ । ଏନେଇ ପ୍ରସ୍ତୁତି ଚାଲିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଚନ୍ଦ୍ରୟାନ-୩ ଉତକ୍ଷେପଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ୨୦୦୮-୦୯ରେ ଚନ୍ଦ୍ରୟାନ-୧ ହୋଇଥିବାବେଳେ ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ମିଳିଥିଲା। ୨୦୧୯ ଅଗଷ୍ଟରେ ହୋଇଥିବା ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା। ମାତ୍ର ଚନ୍ଦ୍ରୟାନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି ।ତେବେ ଏହାକୁ ଶ୍ରୀହରିକୋଟାରୁ ୧୪ ଜୁଲାଇ ୨୦୨୩ ଅପରାହ୍ନ ୨ଟା ୩୫ ମିନିଟରେ ଲଞ୍ଚ୍ କରାଯିବ।
Related Posts
ଆରଏସ୍ଏସ୍ କାର୍ଯ୍ୟକ୍ରମରେ ଡାକଟିକଟ ଏବଂ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଆର୍ଏସ୍ଏସ୍ ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି। ଦିଲ୍ଲୀର ଡକ୍ଟର…
ସତ୍ତାରୁ ଯିବା ପରେ ବି ତୁଟୁନି କେନ୍ଦ୍ରୀୟ ମୋହ
ସମଦୂରତା ନୀତି, ଯେମିତି ଥିଲା ସେମିତି । ଏବେ ବି ବିଜେଡିର ସମର୍ଥନ ଇଣ୍ଡି ମେଣ୍ଟକୁ ଯାଇନପାରେ। ଗତକାଲି ବିଜେଡି…
ପଞ୍ଜାବ ଅମୃତସରରେ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର
ପଞ୍ଜାବ ଅମୃତସରରେ ଗ୍ରେନେଡ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଗୁରସିଦକ ପୋଲିସ…

