ପ୍ରଥମ ଥର ଏକାଠି ନଜର ଆସିବେ ଶ୍ରଦ୍ଧା କପୁର ଓ ରାଜକୁମାର ରାଓ । ଆସିବାକୁ ଯାଉଛି ଅପକମିଂ ଫିଲ୍ମ ସ୍ତ୍ରୀର ପର୍ଟ ୨ । ୨୦୧୮ରେ ସ୍ତ୍ରୀର ପାର୍ଟ ଓ୍ବାନ ରିଲିଜ ହୋଇଥିଲା । ଦର୍ଶକ ଏହାକୁ ପସନ୍ଦ ମଧ୍ୟ କରିଥିଲେ । ତେବେ ଏହାର ପାର୍ଟ ୨ ଏବେ ହରର୍ କମେଡି ଉପରେ ଆଧାରିତ । ଏହାର ସୁଟିଂ ଆରମ୍ଭ ହୋଇଛି। ଜିଓ ଷ୍ଟୁଡିଓ ଓ ମେଡକ୍ ଫିଲ୍ମସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।-୨’ରେ ରାଜକୁମାର ଓ ଶ୍ରଦ୍ଧାଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ଅପରାଶକ୍ତି ଖୁରାନା, ଅଭିଷେକ ବାନାର୍ଜୀ ମଧ୍ୟ ଲିଡ୍ ରୋଲରେ ନଜର ଆସିବେ । ଆସନ୍ତା ମାସରେ ଏହା ରିଲିଜ ହେବାକୁ ଯାଉଛି । ଏବେ ଅପେକ୍ଷା ଫିଲ୍ମର ରିଲିଜ ଡେଟକୁ ।

