ବନ୍ଦ ହେଲା ମାର୍କେଟ ବିଲ୍ଡିଂ

ଆଜିଠୁ ବନ୍ଦ ହେବ  ମାର୍କେଟ ବିଲ୍ଡିଂ । ଏଭଳି ବନ୍ଦ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ।ବନ୍ଦ ରହିବ ଭୁବନେଶ୍ୱରର ସବୁଠୁ ଜନଗହଳୀପୂର୍ଣ୍ଣ ମାର୍କେଟ ବିଲ୍ଡିଂ  ।ଆଜି ଧାରଣାରେ ବସିବେ ୧୬୫ ବ୍ୟବସାୟୀ । ଜବରଦଖଲକାରୀଙ୍କ କବଳରେ ଭୁବନେଶ୍ବର ୟୁନିଟ 2 ମାର୍କେଟ ବିଲ୍ଡିଂ l ଦୀର୍ଘଦିନ ଧରି ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ରହିଆସିଥିବାବେଳେ ଏଯାଏ ସମାଧାନ ହୋଇପାରୁନାହିଁ  l ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀଙ୍କୁ ବିଏମସି ଉଠାଇ ପାରିନଥିବାରୁ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ବ୍ୟବସାୟୀ ସଂଘ । ମସସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!