ଆଜିଠୁ ବନ୍ଦ ହେବ ମାର୍କେଟ ବିଲ୍ଡିଂ । ଏଭଳି ବନ୍ଦ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ।ବନ୍ଦ ରହିବ ଭୁବନେଶ୍ୱରର ସବୁଠୁ ଜନଗହଳୀପୂର୍ଣ୍ଣ ମାର୍କେଟ ବିଲ୍ଡିଂ ।ଆଜି ଧାରଣାରେ ବସିବେ ୧୬୫ ବ୍ୟବସାୟୀ । ଜବରଦଖଲକାରୀଙ୍କ କବଳରେ ଭୁବନେଶ୍ବର ୟୁନିଟ 2 ମାର୍କେଟ ବିଲ୍ଡିଂ l ଦୀର୍ଘଦିନ ଧରି ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ରହିଆସିଥିବାବେଳେ ଏଯାଏ ସମାଧାନ ହୋଇପାରୁନାହିଁ l ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀଙ୍କୁ ବିଏମସି ଉଠାଇ ପାରିନଥିବାରୁ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ବ୍ୟବସାୟୀ ସଂଘ । ମସସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
Related Posts
ବିଜେଡି ଛାଡ଼ିଲେ ବିଜୁ ଜନତା ଦଳର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
ବିଜେଡି ଛାଡ଼ିଲେ ବିଜୁ ଜନତା ଦଳର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ବିଜେଡି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି…
ବିଧାନସଭାରେ ଗଙ୍ଗାଜଳ ଛିଞ୍ଚିଲା ବିଜେଡି
ବିଧାନସଭାରେ ଗଙ୍ଗାଜଳ ଛିଞ୍ଚିଲା ବିଜେଡି। ବିଧାନସଭାର ପବିତ୍ର ଗୃହକୁ ବିଜେପି ଅପବିତ୍ର କରିଥିବା ଅଭିଯୋଗ କରି ଗଙ୍ଗା ଜଳ ସିଞ୍ଚନ…
ଭୁବନେଶ୍ବର ଉପକଣ୍ଠରେ ନିର୍ମାଣ ହେବ ସ୍ପୋର୍ଟସ ଭ୍ୟାଲି : କ୍ରୀଡାମନ୍ତ୍ରୀ
ଭୁବନେଶ୍ବର ଉପକଣ୍ଠରେ ନିର୍ମାଣ ହେବ ସ୍ପୋର୍ଟସ ଭ୍ୟାଲି : କ୍ରୀଡାମନ୍ତ୍ରୀଭୁବନେଶ୍ବର ଉପକଣ୍ଠରେ ନିର୍ମାଣ ହେବ ସ୍ପୋର୍ଟସ ଭ୍ୟାଲି। ଆସନ୍ତା ୧୭…

