`WAR-2′ ରେ ନଜର ଆସିବେ କିଆରା

ଓ୍ବାର୨ ରେ ନଜର ଆସିବାକୁ ଯାଉଛନ୍ତି କିଆରା ଆଡଭାନୀ । ଆର୍ଯ୍ୟନ୍‌ ମୁଖାର୍ଜୀଙ୍କ ଏହି ଫିଲ୍ମରେ ତାଙ୍କ ଏଣ୍ଟ୍ରିକୁ ନେଇ ଇସାରା ଦେଇଛନ୍ତି। ହେଲେ ପ୍ରଡକ୍ସନ ହାଉସ ପକ୍ଷରୁ ଏନେଇ କୌଣସି ଘୋଷଣା କରିନି ।ଏଙ ଫିଲ୍ମରେ ଜୁନିୟର ଏନ୍‌ଟିଆର୍‌ ଏବଂ ହ୍ରିତିକ୍‌ ରୋଶନଙ୍କୁ ଦେଖିବାକୁ ପାଇବେ ଦର୍ଶକ । ତେବେ ଶେଷଥର ପାଇଁ ସେ ‘ସତ୍ୟପ୍ରେମ କି କଥା’ରେ ନଜରକୁ ଆସିଥିଲେ। ଏହା ପରେ ତାଙ୍କ ହାତରେ ଅନ୍ୟ ଏକ ସିନେମା ରହିଛି। ଏଥିସହ ସେ ଅନେକ ମ୍ୟୁଜିକ୍‌ ଭିଡିଓରେ ଦେଖିବାକୁ ମିଳିଛନ୍ତି।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!