ପୃଥିବୀ କକ୍ଷରୁ ଛାଡିଲା ଚନ୍ଦ୍ରଯାନ ୩ । ଚନ୍ଦ୍ରଯାନ -3 ଚନ୍ଦ୍ରର କକ୍ଷପଥରେ ପହଞ୍ଚିବାକୁ ମାତ୍ର 6 ଦିନ ଲାଗିବ ।ଚନ୍ଦ୍ର କକ୍ଷକୁ ପଠାଇବା ପାଇଁ ଗତକାଲି ରାତି ୧୨ରୁ ଗୋଟାଏ ମଧ୍ୟରେ ଥ୍ରଷ୍ଟ ଇଞ୍ଜିନ ଚାଲୁ କରାଯାଇଥିଲା । ମଧ୍ୟରାତ୍ରୀରେ ଟ୍ରାନ୍ସ ଲୁନାର ଇଞ୍ଜେକସନ ପ୍ରକ୍ରିୟା ସରିଥିଲା । ଏଥିପାଇଁ ୨୮ରୁ ୩୧ ମିନିଟ ସମୟ ଲାଗିଥିଲା । ଚନ୍ଦ୍ରଯାନ-୩ ପୃଥିବୀର ଅତି ନିକଟରେ ଅର୍ଥାତ ନିକଟତମ ବିନ୍ଦୁ ପେରିଗୀରେ ପହଞ୍ଚିବା ପରେ ଇଞ୍ଜିନକୁ ଫାୟାର କରାଯାଯାଇଥିଲା । ଚନ୍ଦ୍ରଯାନ-୩ ପୃଥିବୀ ଛାଡ଼ିବା ସହିତ ପୁଣି ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ଆଉ ମାତ୍ର ୫ ଦିନ ପରେ ଚନ୍ଦ୍ରର କକ୍ଷରେ ପହଞ୍ଚିବ ଚନ୍ଦ୍ରଯାନ-୩ ।
Related Posts
ରେଡବର୍ଡ ଫ୍ଲାଇଟ୍ ଟ୍ରେନିଂ ଏକାଡେମୀର ଏକ ତାଲିମ ବିମାନରେ ଯାନ୍ତ୍ରିକ ତ୍ରୁଟି
ମହାରାଷ୍ଟ୍ର ବାରାମତୀରେ ଏକ ଟ୍ରେନିଂ ବିମାନ କ୍ରାସ୍ ହୋଇଛି। ବାରାମତୀ ବିମାନବନ୍ଦର ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ୨…
ମୋଦି କଲେ ୧୦ କୋଟି ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ଅତିକ୍ରମ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ କୋଟି ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ଅତିକ୍ରମ କରିଛନ୍ତି। ଏହି ସଫଳତା ସହିତ, ସେ…
ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ଜଣଙ୍କର ମୃତ୍ୟୁ
ଦିଲ୍ଲୀର ମାଲବ୍ୟ ନଗରରେ ଏକ ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ…

