ଜହ୍ନ ମାମୁଁ ଘର ଆଉ ଅଳ୍ପବାଟ..

ପୃଥିବୀ କକ୍ଷରୁ ଛାଡିଲା ଚନ୍ଦ୍ରଯାନ ୩ । ଚନ୍ଦ୍ରଯାନ -3 ଚନ୍ଦ୍ରର କକ୍ଷପଥରେ ପହଞ୍ଚିବାକୁ ମାତ୍ର 6 ଦିନ ଲାଗିବ  ।ଚନ୍ଦ୍ର କକ୍ଷକୁ ପଠାଇବା ପାଇଁ ଗତକାଲି ରାତି ୧୨ରୁ ଗୋଟାଏ ମଧ୍ୟରେ ଥ୍ରଷ୍ଟ ଇଞ୍ଜିନ ଚାଲୁ କରାଯାଇଥିଲା । ମଧ୍ୟରାତ୍ରୀରେ ଟ୍ରାନ୍ସ ଲୁନାର ଇଞ୍ଜେକସନ ପ୍ରକ୍ରିୟା ସରିଥିଲା  । ଏଥିପାଇଁ ୨୮ରୁ ୩୧ ମିନିଟ ସମୟ ଲାଗିଥିଲା  । ଚନ୍ଦ୍ରଯାନ-୩ ପୃଥିବୀର ଅତି ନିକଟରେ ଅର୍ଥାତ ନିକଟତମ ବିନ୍ଦୁ ପେରିଗୀରେ ପହଞ୍ଚିବା ପରେ ଇଞ୍ଜିନକୁ ଫାୟାର କରାଯାଯାଇଥିଲା । ଚନ୍ଦ୍ରଯାନ-୩ ପୃଥିବୀ ଛାଡ଼ିବା ସହିତ ପୁଣି ଆରମ୍ଭ ହୋଇଛି କାଉଣ୍ଟ ଡାଉନ  । ଆଉ ମାତ୍ର ୫ ଦିନ ପରେ ଚନ୍ଦ୍ରର କକ୍ଷରେ ପହଞ୍ଚିବ ଚନ୍ଦ୍ରଯାନ-୩ ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!