ଜ୍ଞାନବାପୀ ମସଜିଦରୁ ମିଳିଲା ମୂର୍ତ୍ତି

ଜ୍ଞାନବ୍ୟାପୀ ମସଜିଦରେ ଜାରି ରହିଛି ସର୍ଭେ । ଭାରତୀୟ ପ୍ରତ୍ନତାତ୍ତ୍ଵିକ ସଂସ୍ଥା ଆରମ୍ଭ କରିଛି ସର୍ଭେ କାମ । ସର୍ଭେ ତୃତୀୟ ଦିନରେ ପହଞ୍ଚିଛି। ଆଜି ସର୍ଭେ ଭଗ୍ନ ମୂର୍ତ୍ତି ମିଳିଛି ବୋଲି ହିନ୍ଦୁ ପକ୍ଷର ଓକିଲ ଅନୁପମ ଦ୍ବିବେଦୀ କହିଛନ୍ତି।ଏହି ପ୍ରତିମା ଉପରେ କିଛି କଳାକୃତି ରହିଛି ।ଏ୍ହା ପ୍ରାଚୀନ ହିନ୍ଦୁ ଦେବା ଦେବୀଙ୍କ ମୂର୍ତ୍ତି ବୋଲି କୁହାଯାଉଛି । ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ ରହିଛି। ଦୁଇ ଦିନ ଭିତରେ ଜିପିଆର ମେସିନ ଲାଗିବ ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!