Uncategorized ମାଟ୍ରିକ ସପ୍ଲିମେଣ୍ଟାରୀ ଫଳ ପ୍ରକାଶ adminApril 1, 2024 ଆସିଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । ଏହାସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇଛି । ବୋର୍ଡ ୱେବସାଇଟରେ ଉପଲବ୍ଧ ହେଉଛି ରେଜଲ୍ଟ । ଏଚ.ଏସ.ସିରେ ମୋଟ୍ ୧୩ ଶହ ୧୦ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୪୩୩ ଜଣ ପାସ୍ କରିଛନ୍ତି । ୩୬୦ ଜଣ ପରୀକ୍ଷାର୍ଥୀ ଦେଇନଥିଲେ । ସେହିପରି ମୁକ୍ତ ବିଦ୍ୟାଳୟର ୮ ହଜାର ୯୨୦ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୬ ହଜାର ୭ଶହ ୭୮ ଜଣ ପାସ୍ କରିଛନ୍ତି । 77 Total Count
ଅଲ୍ଲୁ ଅର୍ଜୁନ ଗିରଫ ପୁଷ୍ପାରାଜ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ। ପୁଷ୍ପା-୨ ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା… December 13, 2024