ଇମ୍ରାନ ଖାନଙ୍କୁ ଆଶ୍ବସ୍ତି, ଜୁନ ୨ ଯାଏଁ ଜାମିନ

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାମାନ୍ୟ ଆଶ୍ବସ୍ତି । ଜୁନ ୨ ଯାଏଁ ଜାମିନ ଦେଲେ ଲାହୋର ଆଣ୍ଟି ଟେରରିଜିମ କୋର୍ଟ । ଜିନ୍ନା ହାଉସ ଭଙ୍ଗାରୁଜା ଓ ପିଟିଆଇ କର୍ମକର୍ତ୍ତା ଜିଲ୍ଲେ ଶାହା ହତ୍ୟା ମାମଲାରେ ଇମ୍ରାନଙ୍କୁ ଜାମିନ ମିଳିଛି । ସେପଟେ ଲାହୋର ଜମାନ ପାର୍କସ୍ଥିତ ଇମ୍ରାନଙ୍କ ବାସଭବନରେ ପଶିବା ପାଇଁ ସ୍ପେଶାଲ ଟିମ ଗଠନ କରିଛି ପୋଲିସ । ଇମ୍ରାନଙ୍କ ଘରେ ୩୦ରୁ ୪୦ ଆତଙ୍କବାଦୀ ଲୁଚି ରହିଥିବା ଅଭିଯୋଗ ପରେ ଆକ୍ସନ ମୋଡରେ ପଞ୍ଜାବ ପୋଲିସ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!