ଆପଣ ବାହାରେ ଏତେତେଣେ ଅଳିଆ ପକାଉଥିଲେ ହୋଇଯାଆନ୍ତୁ ସାବଧାନ । ଏଥର ଭୁବନେଶ୍ବରର ଗଳିକନ୍ଦିରେ ବୁଲିବ ଟିମ୍ ସାଇନ ।ସାନିଟେସନ ଏବଂ ହାଇଜିନ୍ ଇନସ୍ପେକସନ ଫର୍ ନିଟ୍ ଏନଭାରନମେଣ୍ଟ । ରାଜଧାନୀରେ 10ଟି ଏନଫୋର୍ସମେଣ୍ଟ ସ୍କ୍ଵାଡ ରହିବେ । ଶୁଭାରମ୍ଭ ଅବସରରେ ବିଏମସି ଟିମ୍ ସାଇନ ବା ଏନଫୋର୍ସମେଣ୍ଟ ଟିମର ରୋଡ ଶୋ ଅନୁଷ୍ଠିତ ହୋଇଛି । ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ପର୍ଯ୍ୟନ୍ତ ରୋଡ ଶୋ ହୋଇଛି । ରାଲି ମାଧ୍ୟମରେ ରାଜଧାନୀବାସୀଙ୍କୁ ସ୍ବଚ୍ଛତା ନେଇ ସଚେତନ କରିବାକୁ ପ୍ରୟାସ କରାଯାଇଛି। ଦରକାର ପଡିଲେ କାର୍ଯ୍ୟନୁଷ୍ଠାନ ନେବ ଏହି ଟିମ୍ । ପ୍ରତି ସ୍କ୍ଵାଡରେ ରହିବେ 5 ଜଣ ସଦସ୍ୟ।
Related Posts
ବିଜେପିର ଇସ୍ତଫା ଦେଲେ କାଳୁ ଖଣ୍ଡାୟତ
ଖୋର୍ଦ୍ଧାର ବରିଷ୍ଠ ବିଜେପି ନେତା କାଳୁ ଖଣ୍ଡାୟତ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ଶହା ଶହ ସମର୍ଥକଙ୍କ ସହ…
ମହାମହିମ ରାଜ୍ୟପାଳ କରିବେ ଏଲିଟ୍ ୧୦୦ ଚେଞ୍ଜମେକର୍ସ ୨୦୨୪ର ଉନ୍ମୋଚନ ,ସମ୍ମାନିତ ହେବେ ପ୍ରେରଣାଦାୟକ ବ୍ୟକ୍ତିତ୍ୱ
“ଆସନ୍ତା ୨୫ ତାରିଖରେ ମହାମହିମ ରାଜ୍ୟପାଳ କରିବେ ଏଲିଟ୍ ୧୦୦ ଚେଞ୍ଜମେକର୍ସ ୨୦୨୪ ଉନ୍ମୋଚନ ,ସମ୍ମାନିତ ହେବେ ପ୍ରେରଣାଦାୟକ ବ୍ୟକ୍ତିତ୍ୱ।…
NMDCSର ନୂଆ ଲୋଗୋ ଉନ୍ମୋଚିତ
ଏନ୍ଏମ୍ଡିସିର ନୂତନ ଲୋଗୋ ନିକଟରେ ଉନ୍ମୋଚିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ,କ୍ରମାଗତ ୨ୟ ବର୍ଷ ଲାଗି କମ୍ପାନୀ ରେକର୍ଡ ପରିମାଣ (୪୦ନିୟୁତ)ର ଉପତ୍ାଦନ…

