କରଞ୍ଜିଆ ଚଢେଇଭୋଳ ଅଞ୍ଚଳରେ ବଡ ଧରଣର ଲୁଟ୍ ।ସେହି ଅଞ୍ଚଳର ବ୍ୟବସାୟୀ ନୁରୁଲ ଇସଲାମଙ୍କ ଘରୁ 17 ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଘରେ କେହିନଥିବା ବେଳେ ଘରର ପଛ ପଟେ ଥିବା ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟ କରିଛନ୍ତି । ଏନେଇ ସ୍ଥାନୀୟ ଫାଣ୍ଡିକୁ ଜଣାଇବା ସହିତ କରଞ୍ଜିଆ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ପୁର୍ବରୁ ପ୍ରସ୍ତୁତ ହୋଇଥିଲା ୧୨ହଜାର ନକଲି ସାର୍ଟିଫିକେଟ
କ୍ରାଇମବ୍ରାଞ୍ଚ ସ୍କାନରରେ ପ୍ରାୟ ଦୁଇଶହ ବ୍ୟକ୍ତି ରହିଥିବା ଜଣାପଡ଼ିଛି ଓ ଜାଲ ସାର୍ଟିଫିକେଟରେ ଚାକିରି ହାତେଇଥିବା ଲୋକଙ୍କ ଲିଷ୍ଟ ପ୍ରସ୍ତୁତ…
କଂଗ୍ରେସ ବିଧାୟକ ତାରା ବାହିନୀପତି ବିଧାନସଭାରୁ ନିଲମ୍ବିତ
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାରୁ ନିଲମ୍ବିତ। ୭ ଦିନ ପାଇଁ ଗୃହରୁ ତାରା ପ୍ରସାଦଙ୍କୁ ବାଚସ୍ପତି ନିଲମ୍ବିତ…
ମାନସ ରଞ୍ଜନ ସାହୁ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ଡାକ୍ତର ମାନସ ରଞ୍ଜନ ସାହୁ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି। ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ…

