କରଞ୍ଜିଆ ଚଢେଇଭୋଳ ଅଞ୍ଚଳରେ ବଡ ଧରଣର ଲୁଟ୍ ।ସେହି ଅଞ୍ଚଳର ବ୍ୟବସାୟୀ ନୁରୁଲ ଇସଲାମଙ୍କ ଘରୁ 17 ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଘରେ କେହିନଥିବା ବେଳେ ଘରର ପଛ ପଟେ ଥିବା ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟ କରିଛନ୍ତି । ଏନେଇ ସ୍ଥାନୀୟ ଫାଣ୍ଡିକୁ ଜଣାଇବା ସହିତ କରଞ୍ଜିଆ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ନେଇ ଖୁଵ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ
ମେକ ଇନ ଓଡ଼ିଶାରେ ଆସିଥିବା ଶିଳ୍ପକୁ ଗ୍ରାଉଣ୍ଡିଂ କରିବାକୁ ସେକ୍ଟର ଅନୁଯାୟୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ଉପରେ ନଜର…
ଢେଙ୍କାନାଳରେ ପ୍ରାୟ ୩୦୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ…
ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ
ଓପିଏସ୍ ସ୍ତରରେ ବଡ଼ ଅଦଳବଦଳ । ୧୯ ଅତିରିକ୍ତ ଏସ୍ପିଙ୍କୁ ବଦଳି କଲେ ସରକାର। ରାଜ୍ୟ ଗୃହ ବିଭାଗ ପକ୍ଷରୁ…

