ଆଜି ଦେଶ ପାଳୁଛି ୭୭ତମ ସ୍ବାଧିନତା ଦିବସ । ଏହି ଅବସରରେ ଗୁଗୁଲ ଡୁଡୁଲ୍ ନିଆରା ଢଙ୍ଗରେ ସ୍ବାଧୀନତା ଦିବସକୁ ପାଳନ କରିଛି । ଆଜି ଗୁଗୁଲ ଏକ ନିଆରା ଲୋଗୋ ଅପଲୋଡ କରିଛି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବୟନ ପରମ୍ପରାକୁ ଗୁଗୁଲ ଲୋଗୋରେ ସ୍ଥାନ ଦେଇ ଦେଶକୁ ସମ୍ମାନ ଦେଇଛି । ଲୋଗୋକୁ କରିଛନ୍ତି ନୂଆ ଦିଲ୍ଲୀର ଆର୍ଟିଷ୍ଟ ନମ୍ରତା କୁମାର ।ଭାରତର ବୟନ କଳାକୁ ଏକ ସନ୍ତୁଳିତ ଢଙ୍ଗରେ ସେ ଉପସ୍ଥାପିତ କରିଛନ୍ତି । ବୟନ କଳା ଭାରତର ପରିଚୟ ।
Related Posts
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାଛିବେ ଅମିତ ଶାହ ଓ ମୋହନ ମାଝୀ
ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ…
କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ
କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ । କ୍ଲିନିକାଲ ଟ୍ରାଏଲ୍ ରେ ସଫଳ ହେଲା ରୁଷ ଭ୍ୟାକ୍ସିିନ । ଏନେଇ…
‘ସାଇ ଭଗବାନ ନୁହଁନ୍ତି …’ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବକ୍ତବ୍ୟରେ ମହାରାଷ୍ଟ୍ର ରାଜନୀତିରେ ଝଡ଼?
ବାଗେଶ୍ୱର ଧାମର ପୀଠଧୀଶ୍ୱର ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପୁଣି ଥରେ ନିଜ ବୟାନ ପାଇଁ ଚର୍ଚ୍ଚାରେ । ସାଇ ବାବାଙ୍କ…

