ପରଲୋକରେ ପୂର୍ବତନ ବାଚସ୍ପତି। ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ଘଟିଛି। ଗଞ୍ଜାମ ଦିଗପହଣ୍ଡି ବିଧାୟକ ଥିଲେ ସୂର୍ଯ୍ୟ ପାତ୍ର।
ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି।
ସୂର୍ଯ୍ୟ ପାତ୍ର ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

