ଇସ୍ରୋକୁ ବଡ଼ ସଫଳତା। ପୁଣି ସଫ୍ଟ ଲ୍ୟାଣ୍ଡ କଲା ଲ୍ୟାଣ୍ଡର । ଲ୍ୟାଣ୍ଡିଂ ସ୍ଥଳରୁ ୪୦ ସେମି ଉଚ୍ଚକୁ ଉଠିବା ସହ ୩୦ରୁ ୪୦ ସେମି ଦୂରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି । କମାଣ୍ଡ ଅନୁସାରେ ଇଞ୍ଜିନ ଫାୟାର ହେବା ସହ ନିଜେ ନିଜକୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରିବାରେ ସଫଳ ହୋଇଛି ଲ୍ୟାଣ୍ଡର ବିକ୍ରମ । ଲ୍ୟାଣ୍ଡରର ଏହି ସଫଳତା ପରେ ଭବିଷ୍ୟତରେ ବିକ୍ରମ ଫେରିବା ସହ ମାନବ ମିଶନ ସଫଳ ହେବା ଆଶା ବଢ଼ିଛି ।ଏନେଇ ଇସ୍ରୋ ଭିଡିଓ ସେୟାର କରିଛି ।
Related Posts
ତାମିଲନାଡୁରେ ୯ ଜଣ ପୋଲିସ ବାବୁଙ୍କୁ ମୃତ୍ୟୁ ଦଣ୍ଡାଦେଶ
ତାମିଲନାଡୁରେ ୯ ଜଣ ପୋଲିସ ବାବୁଙ୍କୁ ମୃତ୍ୟୁ ଦଣ୍ଡାଦେଶ । ୨୦୨୦ ମସିହାରେ ବାପପୁଅଙ୍କୁ ପୋଲିସ ହେପାଜତରେ ନିର୍ଯାତନା ଓ…
ନାମାଙ୍କନ ଭରିଲେ ‘ଇଣ୍ଡିଆ’ ବ୍ଲକ୍ର ଉପରାଷ୍ଟ୍ରପତି ପ୍ରାର୍ଥୀ
ନାମାଙ୍କନ ଭରିଲେ ‘ଇଣ୍ଡିଆ’ ବ୍ଲକ୍ର ଉପରାଷ୍ଟ୍ରପତି ପ୍ରାର୍ଥୀ । ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର…
ଅଭିନେତା ବିଜୟଙ୍କ ରାଲି ଦଳାଚକଟା ଘଟଣାରେ ୩୯ ଛୁଇଁଲା ମୃତକଙ୍କ ସଂଖ୍ୟା
ଶନିବାର ସନ୍ଧ୍ୟାରେ ତାମିଲନାଡୁର କରୁର ଜିଲ୍ଲାରେ ଅଭିନେତା ବିଜୟଙ୍କ ରାଲିରେ ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ଏବେ ୩୯ରେ ପହଞ୍ଚିଛି।…

