ଆସନ୍ତା ୯ ଓ ୧୦ରେ ଗ୍ରୁପ ୨୦ ଶୀର୍ଷ ସମ୍ମିଳନୀ । ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ନଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାଇଡେନ । ସେ କହିଛନ୍ତି- ଜିନପିଙ୍ଗ ବୈଠକରେ ଯୋଗ ଦେଉ ନଥିବା ଶୁଣି ସେ ନିରାଶ ହୋଇଛନ୍ତି । ଯଦି ଜିନପିଙ୍ଗ ଭାରତ ଗସ୍ତରେ ଆସିଥାନ୍ତେ ତେବେ ଦୁଇ ନେତାଙ୍କ ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥାନ୍ତା । ତେବେ ଆସନ୍ତା ନଭେମ୍ବରରେ ସାନଫ୍ରାନସିସ୍କୋରେ ଆପେକ ସମ୍ମିଳନୀ ହେବାକୁ ଯାଉଥିବାରୁ ସେଠାରେ ଦୁଇ ନେତାଙ୍କ ମଧ୍ୟରେ ଭେଟଘାଟ ହେବା ଆଶା କରାଯାଉଛି ।
Related Posts
ତୋପଖାନା ପର୍ବତମାଳାରେ ମୋରକୋ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ
ଆଫଗାନିସ୍ତାନର ବଦସ୍ଖାନ୍ ପ୍ରଦେଶ ଅନ୍ତର୍ଗତ କୁରାନ୍-ମୁଞ୍ଜାନ୍ ଓ ଜିବକ୍ ଜିଲ୍ଲା ନିକଟରେ ଥିବା ତୋପଖାନା ପର୍ବତମାଳାରେ ମୋରକୋର ଗୋଟାଏ ଯାତ୍ରୀବାହୀ…
ରଡ୍ରିଗ୍ସଙ୍କୁ ବିବାହ କଲେ ରୋନାଲ୍ଡୋ
ପର୍ତ୍ତୁଗିଜ୍ର ତାରକା ଫୁଟ୍ବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ବହୁଦିନର ବାନ୍ଧବୀ ଜର୍ଜିନା ରଡ୍ରିଗ୍ସଙ୍କୁ ଆନୁଷ୍ଠାନିକ ଭାବେ ଜୀବନସାଥୀ କରିଛନ୍ତି। ମଙ୍ଗଳବାର କାସାଇସ୍ରେ…
ଇରାନ – ଆମେରିକା ଆଲୋଚନା ବିଫଳ
ମଧ୍ୟପ୍ରାଚ୍ୟ ଶାନ୍ତି ଆଲୋଚନାରେ ବାହାରିଲାନି ନିଷ୍କର୍ସ। ଆଲୋଚନା ବିଫଳ ହେବାରୁ ଆମେରିକା ଫେରିଗଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ। ଫେରଯିବା…

