ଚନ୍ଦ୍ରଯାନ-୩ ଲଞ୍ଚିଂ ବେଳେ କାଉଣ୍ଟଡାଉନ ଭଏସ ଦେଉଥିବା ବୈଜ୍ଞାନିକ ଭଲରମଥୀଙ୍କ ଦେବାନ୍ତ ହୋଇଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ହୃହଘାତରେ ମୃତ୍ୟୁ ହୋଇଛି । ଅନେକ ରକେଟ ଲଞ୍ଚିଂ ବେଳେ ଦରଦାର ସ୍ବରରେ ଦେଇଛନ୍ତି ଆଇକୋନିକ ଭଏସଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ଭଲରମଥୀ । ଆଜି ତାଙ୍କର ମୃତ୍ୟୁ ହୋଇଛି ।
Related Posts
ପାକିସ୍ତାନୀ ଝିଅ ଅଫସିନ ଗୁଲଙ୍କୁ ମିଳିଲା ନୁଆ ଜୀବନ
ପାକିସ୍ତାନୀ ଝିଅ ଅଫସିନ ଗୁଲଙ୍କ ଚିକିତ୍ସା କରିଥିଲେ ଭାରତୀୟ ଡାକ୍ତର ରାଜାଗୋପାଳନ୍ କ୍ରିଷ୍ଣନ୍ । ଦିଲ୍ଲୀର ଆପୋଲୋ ହସ୍ପିଟାଲର ସ୍ପାଇନାଲ…
ଭୁବନେଶ୍ୱରରେ ପ୍ରୟାଗରାଜ ମହାକୁମ୍ଭ-୨୦୨୫ ପାଇଁ ରୋଡ୍ଶୋ ଆୟୋଜିତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତର ପ୍ରଦେଶ ସରକାର ମହାକୁମ୍ଭ ୨୦୨୫କୁ ଭାରତର ସାଂସ୍କୃତିକ ଏକତାର ଏକ…
ଗାୟିକା ଅଳକା ୟାଗ୍ନିକଙ୍କୁ ମିଳିଲା ପଦ୍ମ ଭୂଷଣ
ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ୬୫ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ପଦ୍ମ…

