ମରକ୍କୋ ଭୂମିକମ୍ପରେ ବଢୁଛି ମୃତ୍ୟୁ ସଂଖ୍ୟା

ମରକ୍କୋ ଭୂମିକମ୍ପରେ ବଢୁଛି ମୃତ୍ୟୁ ସଂଖ୍ୟା । ଏଯାଏ ଗଲାଣି ୨୦୦୦ରୁ ଅଧିକ ଜୀବନ  । ୨ ହଜାରରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ଅନେକ ଭଙ୍ଗା କୋଠା ତଳେ ଫସି ରହିଛନ୍ତି । ଅନେକ କୋଠା ଭାଙ୍ଗିରୁଜି ଯାଇଛି । ଭଗ୍ନାବଶେଷ ତଳେ ଏବେବି ଅନେକ ଲୋକ ଚାପି ହୋଇ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ସବୁପ୍ରକାର ଚେଷ୍ଟା କରୁଛନ୍ତି ଉଦ୍ଧାରକାରୀ ଦଳ । ଏସବୁ ଭିତରେ ମୃତ୍ୟ ସଂଖ୍ୟା ଆହୁରି ବଢିବ ବୋଲି କୁହାଯାଉଛି । ୬ ଦଶମିକ ୮ ତୀବ୍ରତାର ଭୂମିକମ୍ପରେ ଧରାଶାୟୀ ହୋଇପଡିଛି ଆଫ୍ରିକୀୟ ଦେଶ । ୬୦ ବର୍ଷରେ ଉତ୍ତର ଆଫ୍ରିକାରେ ଏହା ସବୁଠାରୁ ବଡ଼ ଭୂକମ୍ପ ।

 

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!