ଶୁବମନ ଗିଲଙ୍କୁ ଡେଙ୍ଗୁ

ଶୁବମନ ଗିଲଙ୍କୁ ଡେଙ୍ଗୁ । ଡେଙ୍ଗୁ କାରଣରୁ ମ୍ୟାଚରୁ ଶୁବମନ ବାଦ୍ ପଡିବା ଏକରକମ ନିଶ୍ଚିତ ହୋଇଥିବାବେଳେ ତାଙ୍କ ବଦଳରେ କିଏ ଖେଳିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତା ୮ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ମୁକାବିଲା ହେବାକୁ ଯାଉଥିବାବେଳେ ଶୁବମନଙ୍କୁ ଡେଙ୍ଗୁ ଇଣ୍ଡିଆ ଟିମ୍କୁ ଚିନ୍ତାରେ ପକାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ବିସିସିଆଇର ମେଡିକାଲ ଟିମ ମନିଟରିଂକରୁଥିବା ସୂଚନା ମିଳିଛି । ଆଜି ଗିଲଙ୍କ ଆଉ ଏକ ରାଉଣ୍ଟ ଟେଷ୍ଟ କରାଯିବ । ମେଡିକାଲ ଟେଷ୍ଟ ପରେ ବିସିସିଆଇ ତାଙ୍କ ସହ ଆଲୋଚନା କରିବ ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!