ଯୁଦ୍ଧରେ ଗଲାଣି ୧୧୦୦ରୁ ଅଧିକ ଜୀବନ

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପର୍ଯ୍ୟନ୍ତ ଗଲାଣି ୧୧୦୦ରୁ ଅଧିକ ଲୋକଙ୍କ ଜୀବନ । ଗାଜା ଷ୍ଟ୍ରିପ୍ ଉପରେ ଇସ୍ରାଏଲ୍ ବାୟୁସେନା ତୁହାକୁ ତୁହା ବୋମାମାଡ଼ ଜାରି ରଖିଛି । ଲେବନାନର ଇସଲାମିକ ସଂଗଠନ ହେଜବୁଲ୍ଲା ଇସ୍ରାଏଲ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରିଛି  । ହମାସ ଆକ୍ରମଣରେ ଇସ୍ରାଏଲରେ ୭୦୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ୬୦ରୁ ଅଧିକ ସେନା ଅଧିକାରୀ ରହିଛନ୍ତି  । ସେହିପରି ଗାଜାରେ ୪ଶହ ଜଣଙ୍କର ମୃତ୍ୟୁ ଘଟିଛି  । ୧ ଲକ୍ଷରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ସେପଟେ ଶତାଧିକ ସଖ୍ୟାରେ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ରଖିଛନ୍ତି ହମାସ ଆତଙ୍କୀ ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!