ଭୁବନେଶ୍ବରରୁ ଗୌହାଟୀକୁ ଆଜିଠୁ ସିଧାସଳଖ ଉଡିବ ବିମାନ । ସପ୍ତାହ ଯାକ ଇଣ୍ଡିଗୋ ଯୋଗାଇବ ବିମାନ ସେବା । ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ ଯାତ୍ରୀ । ଆଗକୁ ଜମ୍ମୁ, ଚଣ୍ଡିଗଡ ଏବଂ ସୁରଟକୁ ସିଧାସଳଖ ଉଡିପାରେ ବିମାନ । ଯାତ୍ରୀଙ୍କ ଡିମାଣ୍ଡ ଦେଖି ଏୟାରପୋର୍ଟ କର୍ତ୍ତୃପକ୍ଷ ନେବେ ନିଷ୍ପତ୍ତି । ଯାତ୍ରୀଙ୍କ ଭିଡକୁ ଦେଖି ଯୋଜନା କରୁଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ । ପୂର୍ବରୁ ଓଡ଼ିଶା ସହ ଯୋଡି ହୋଇଛି ୨୦ଟି ଡେଷ୍ଟିନେସନ । ଦୈନିକ ୧୩ ହଜାରରୁ ଅଧିକ ଯାତ୍ରୀ କରୁଛନ୍ତି ଯିବା ଆସିବା । ଗୌହାଟୀକୁ ସିଧା ବିମାନ ସେବାରେ ଖୁସି ପ୍ରକଟ କରିଛନ୍ତି ଯାତ୍ରୀ ।
Related Posts
ସତ୍ୟପାଲ ମଲ୍ଲିକଙ୍କ ନାଁରେ ସିବିଆଇ ଚାର୍ଜସିଟ ଦାଖଲ
କିରୁ ହାଇଡ୍ରୋ ପ୍ରୋଜେକ୍ଟ ଦୁର୍ନୀତି ମାମଲାରେ ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ନାଁରେ ଗୁରୁବାର ସିବିଆଇ ଚାର୍ଜସିଟ ଦାଖଲ…
ଓ୍ବାହିଦାଙ୍କୁ ଦାଦା ସାହେବ ଫାଲକେ ଆଓ୍ବାର୍ଡ
ବଲିଉଡର ଫେମସ୍ ଆକ୍ଟ୍ରେସ ଓ୍ବାହିଦା ରେହମାନ ପାଇବେ ଦାଦା ସାହେବ ଫାଲକେ ଆଓ୍ବାର୍ଡ । ୨୦୨୧ ପାଇଁ ତାଙ୍କୁ ସମ୍ନାନିତ…
ଏଲପିଜି ଧରି ଷ୍ଟ୍ରେଟ୍ ଅଫ୍ ହର୍ମୁଜରୁ ସୁରକ୍ଷିତ ବାହାରିଲେ ‘ଶିବାଲିକ୍’ ଓ ‘ନନ୍ଦା ଦେବୀ’
ଦେଶରେ ଗ୍ୟାସ୍ ଅଭାବକୁ ନେଇ ଗୁଜବ ଭିତରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ ଆସିଛି ଆଶ୍ୱସ୍ତିଜନକ ଖବର। ସରକାର ସ୍ପଷ୍ଟ କରିଛନ୍ତି…

