ଆଲିଆଙ୍କ ଝିଅର ପ୍ରଥମ ଝଲକ୍‌

ଝିଅର ପ୍ରଥମ ଜନ୍ମଦିନ ପାଳନ କଲେ ଷ୍ଟାର କପୁଲ ଆଲିଆ ଭଟ୍ଟ ଏବଂ ରଣବୀର କପୁର । ଝିଅ ରାହାର ବାର୍ଥଡେ ସେଲିବ୍ରେଟ କରିଛନ୍ତି । ଆଉ ମଧ୍ୟ ଆଲିଆ ନିଜ କୁନି ଝିଅର ସୁନ୍ଦର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଝିଅ ରାହା କେକ୍ ଭାଙ୍ଗୁଥିବାର ଦେଖିବାକୁ ମିଳିଛି ଓ ଅନ୍ୟ ଏକ ଫଟୋରେ ରଣବୀର ଆଲିଆ ଓ ରାହା ଫୁଲ ଧରିଥିବାର ଫଟୋ ରହିଛି ।

ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଆଲିଆ ପ୍ୟାର ଭରା କ୍ୟାପସନରେ ଲେଖିଛନ୍ତି our joy, our life, our light । ଓ ସେ ରାହାଙ୍କୁବେବି ଟାଇଗର ବୋଲି ସମ୍ଭୋଧନ କରିଛନ୍ତି  । ଜନ୍ମଦିନର ଶିଶୁ ଟାଇଗରକୁ ଶୁଭେଚ୍ଛା ବୋଲି ଲେଖିଛନ୍ତି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!