ଢେଙ୍କାନାଳରେ ମା’ଲକ୍ଷ୍ମୀଙ୍କୁ ମେଲାଣି

ସରିଛି ଢେଙ୍କାନାଳର ମା ଗଜଲକ୍ଷ୍ମୀଙ୍କ ପୂଜା । ଆଜି ମାଙ୍କୁ ଦିଆଯାଉଛି ବିଦାୟ । ଚଳିତ ବର୍ଷ ଢେଙ୍କାନାଳରେ ଧୂମଧାମରେ ପାଳନ କରାଯାଉଛି ଭସାଣ ଉତ୍ସବ । ଭସାଣିରେ ପାଖାପାଖି 21 ଟି  ମେଢ଼  ଭସାଣି ଉତ୍ସବରେ ଭାଗ ନେଇଛନ୍ତି ।ଚଳିତ ବର୍ଷ ଡିଜେକୁ ବ୍ୟାନ କରାଯିବା ସହ  ଅତ୍ୟଧିକ ଶବ୍ଦ କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଚଳିତବର୍ଷ ପାରମ୍ପରିକ ନୃତ୍ୟକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଶୃଙ୍ଖଳିତ ଭସାଣି କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

 

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!