ଆସନ୍ତା ୨୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଘୂର୍ଣ୍ଣିବଳୟ ୨୬ ତାରିଖ ଆଡକୁ ଲଘୁଚାପର ରୂପ ନେବା ପରେ ୨୭ରେ ଅବପାତରେ ପରିଣତ ହୋଇପାରେ । କ୍ରମେ ଏହା ପଶ୍ଚିମ ଉତ୍ତର- ପଶ୍ଚିମ ଦୁଗରେ ଗତି କରିବା ବୋଲି ଅନୁମାନ କରାଯାଉଛି ।
Related Posts
ଛାତ୍ରବାସରେ ରାଗିଂ ଅଭିଯୋଗରେ ୧୦ ଜଣ ତୃତୀୟ ବର୍ଷ ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ
ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରବାସରେ ରାଗିଂ ଅଭିଯୋଗ । ଇଷ୍ଟ ହଷ୍ଟେଲ୍ର ପ୍ରଥମ ବର୍ଷ ଅନ୍ତେବାସୀଙ୍କୁ ତୃତୀୟ ବର୍ଷ ଅନ୍ତେବାସୀ ରାଗିଂ…
ଗିରଫ ହେଲା ନାବାଳକ,ପେପର୍ ସ୍ପ୍ରେ କରି ଲୁଟୁଥିଲା ୬ ଲକ୍ଷ ଟଙ୍କା
ଭୁବନେଶ୍ବର ତମାଣ୍ଡୋ ଥାନା କଳିଙ୍ଗନଗରରେ ଗହଣା ଦୋକାନରୁ ଲୁଟ ଘଟଣାରେ ଲୁଟେରା ଗିରଫ । ପେପର୍ ସ୍ପ୍ରେ କରି ଲୁଟୁଥିଲା…
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଦେଲେ ଇସ୍ତଫା
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…

