ରାୟଗଡାରେ ଲକ୍ଷ୍ମୀ ବସ୍

ରାୟଗଡାରେ ଗଡିଲା ଲକ୍ଷ୍ମୀ ବସ୍‌ । ଗମନାଗମନ କ୍ଷେତ୍ରରେ ଆସିବ ବୈପ୍ଳବିକ ପରିବର୍ତ୍ତନ। ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚାୟତରୁ ବ୍ଲକ ଯାଏ ଚାଲିବ ୫୨ଲକ୍ଷ୍ମୀ ବସ୍। ଯୋଜନାର ଶୁଭାରମ୍ଭ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଯୋଜନା ଲୋକଙ୍କ ଯୋଜନା। ଏହା ଯାତାୟତ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଗାଁଲୋକଙ୍କ ଜୀବନରେ ଗତି, ପ୍ରଗତି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲକ୍ଷ୍ମୀ ଯୋଜନା ଦ୍ବାରା ଗାଁଲୋକଙ୍କ ସାମାଜିକ ସଂସ୍କାର ସହ ଅର୍ଥନୀତି ମଜଭୁତ ହେବ। ଯୋଗାଯୋଗ ଜୀବନ ବିକାଶର ମୂଳଦୁଆ। ପିଲାଙ୍କୁ ସ୍କୁଲ କଲେଜ ସହ ଚାଷୀଙ୍କୁ ମାର୍କେଟ ସହ ଯୋଡ଼ିବ। ରୋଗୀଙ୍କୁ ହସ୍ପିଟାଲ ଯାଏ ନେବ ଲକ୍ଷ୍ମୀ ବସ୍ ।

Post Views51 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!