ଉତ୍ତରକାଶୀରେ ଟନେଲ ଭିତରେ ଶ୍ରମିକମାନେ ୧୭ଦିନ ଫସି ରହିଥିଲେ। ଶ୍ରମିକମାନଙ୍କୁ ୨୮ ତାରିଖରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।ଉତ୍ତରକାଶୀ ଟନେଲ୍ରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ୫ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ସହ ଓଡ଼ିଶାରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ଶ୍ରମିକଙ୍କୁ ଫୁଳମାଳ ଦେଇ ସ୍ବାଗତ କରାଯାଇଥିଲା। ଘରକୁ ଫେରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଉଦ୍ଧାର ଶ୍ରମିକ । ଏଥିସହ ସେମାନେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ତପନ ମଣ୍ଡଳଙ୍କୁ ଛାଡ଼ି ବାକି ୪ ଶ୍ରମିକ ପହଞ୍ଚିଛନ୍ତି। ତପନ ନିଜ ଭାଇଙ୍କ ସହ ପରେ ଆସି ପହଞ୍ଚିବା ସୂଚନା ।
Related Posts
ଆଜି ସରୁଛି ଭାରତରେ ଥିବା ପାକିସ୍ତାନ ନାଗରିକଙ୍କ ଲାଗି ଡେଡଲାଇନ
ଆଜି ସରୁଛି ଭାରତରେ ଥିବା ପାକିସ୍ତାନ ନାଗରିକଙ୍କ ଲାଗି ଡେଡଲାଇନ। ପହଲଗାଓଁ ହମଲା ପରେ ପାକିସ୍ତାନକୁ ଜବାବ ଦେଇ ପାକ୍…
ଶ୍ୟାମା ପ୍ରସାଦଙ୍କ ଜନ୍ମସ୍ଥାନରେ ବିଜେପି ଗଢ଼ିବ ସରକାର
ରାଜନୈତିକ ପାଣିପାଗରେ ପରିବର୍ତ୍ତନର ସଙ୍କେତ ମିଳିଛି। ବିଜେପି ନେତା ଏବଂ କର୍ମୀମାନେ ଦଶନ୍ଧି ଧରି ଏହି ଦିନକୁ ଅପେକ୍ଷା କରିଆସିଥିଲେ।…
ହ୍ୱାଇଟ୍ ହାଉସ୍ ବାହାରେ ଗୁଳିମାଡ଼,ସାଧାରଣ ନାଗରିକ ଆହତ
ଆମେରିକାର ରାଷ୍ଟ୍ରପତି ଭବନ ‘ହ୍ୱାଇଟ୍ ହାଉସ୍’ ବାହାରେ ଶନିବାର ସନ୍ଧ୍ୟାରେ ଜଣେ ସଶସ୍ତ୍ର ବନ୍ଧୁକଧାରୀ ଗୁଳିମାଡ଼ କରିବା ପରେ ସେଠାରେ…

