ଭାଜପା ବିଧାୟକ ଭବ୍ୟ ବିଶ୍ନୋଇ ଓ ଆଇଏଏସ ପରୀ ବିଷ୍ଣୋଇ ଡିସେମ୍ବର ୨୨ ତାରିଖରେ ବିବାହ ହେବାକୁ ଯାଉଛି। ଏହି ବିବାହକୁ ୩ଲକ୍ଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ନୂଆଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନରେ ଭୋଜି ହେବାର ଯୋଜନା ରହିଛି। ବିବାହ ପରେ ଭବ୍ୟ ବିଷ୍ଣୋଇ ଓ ଆଇଏଏସ ପରୀଙ୍କୁ ନେଇ ନୂଆଦିଲ୍ଲୀରେ ଆୟୋଜିତ କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଏବଂ ବହୁ ଭିଭିଆଇପି ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି।ଆଇଏସ ପରୀ ବିଷ୍ଣୋଇ ରାଜସ୍ଥାନର ବାସିନ୍ଦା । ସେ ବିବାହ କରିବାକୁ ଯାଉଥିବା ବିଧାୟକ ଜଣକ ଦକ୍ଷିଣ ଅକ୍ସଫୋର୍ଡରୁ ଡିଗ୍ରୀ ହାସଲ କରିଛନ୍ତି।
Related Posts
କୋବ୍ରା ବାଟାଲିୟନର ବଡ଼ ଅପରେସନ୍; ୩ କୁଖ୍ୟାତ ନକ୍ସଲ ନେତା ନିହତ
ଝାଡ଼ଖଣ୍ଡର ହଜାରିବାଗରେ ଏକ ବଡ଼ ଏନକାଉଣ୍ଟର ହୋଇଛି । ସୁରକ୍ଷା ବାହିନୀଙ୍କ ଗୁଳିରେ ୩ କୁଖ୍ୟାତ ନକ୍ସଲ ନେତା ନିହତ…
ମୁମ୍ବାଇର ହସ୍ପିଟାଲରୁ ଡିସଚାର୍ଜ ହେଲେ ବିରୋଧୀ ଦଳ ନେତା
ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ…
ଓସ୍କାରକୁ ନେଇ କଙ୍ଗନା ରାଣାୱତଙ୍କ ବିବାଦୀୟ ଟିପ୍ପଣୀ
ଓସ୍କାରକୁ ମୂର୍ଖଙ୍କ ଆୱାର୍ଡ କହିବା ସହ ଆମେରିକା ଉପରେ ବର୍ଷିଛନ୍ତି ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ…

