ରାଜନିତୀକୁ ଆସିବେ କି ପରିଣତୀ ?

ବଲିଉଡ୍‌ ଅଭିନେତ୍ରୀ ପରିଣତୀ ଚୋପ୍ରା ରାଜନିତୀରେ ସାମିଲ ହେବା ନେଇ ଶୁଣିବାକୁ ମିଳୁଛି । ନିକଟରେ ପରିଣୀତି ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ସେଠାରେ ତାଙ୍କୁ ରାଜନୀତିରେ ଯୋଗଦେବାର ସମ୍ଭାବନା ନେଇ ପ୍ରଶ୍ନ ପଚରାଯାଇଥିଲା ତେବେ ଏହି ପ୍ରଶ୍ନ ଶୁଣିବା ପରେ ବେଶ ମଜାଳିଆ ଢଙ୍ଗରେ ଏହାର ଉତ୍ତର ଦେଇଥିଲେ ଅଭିନେତ୍ରୀ ପରିଣୀତି କହିଥିଲେ, ‘ରାଘବ ବଲିଉଡ଼ ବିଷୟରେ କିଛି ଜାଣନ୍ତି ନାହିଁ ଏବଂ ମୁଁ ରାଜନୀତି ବିଷୟରେ ବିନ୍ଦୁ ବିର୍ସଗ ଜାଣେ ନାହିଁ ତେଣୁ ମୁଁ ଭାବୁ ନାହିଁ ଯେ ଆପଣ  ମୋତେ ରାଜନୀତିରେ ଯୋଗ ଦେବାର ଦେଖିବେ ନିଜର ବିହାହିତ ଜୀବନକୁ ନେଇ ସେ କହିଛନ୍ତି,‘ଆମର କୌଣସି ଧାରଣା ନଥିଲା ଆମେ ପୂରା ଦେଶରୁ ଭଲ ପାଇବା ପାଇବୁ।ମୁଁ ଭାବୁଛି ଯଦି ଆପଣ ଠିକ୍ ମଣିଷ ସହ ଅଛନ୍ତି ତାହାଲେ ବିବାହିତ ଜୀବନ ସର୍ବୋତ୍ତମ କର୍ମମୟ ଜୀବନରେ ସଠିକ୍ ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ

 

Post Views53 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!