ବକ୍ସ ଅଫିସରେ ହିଟ୍ କରୁଛି ପିଲ୍ମ ଆନିମଲ୍ ।ମାତ୍ର ୧୦ ଦିନ ଭିତରେ କମେଇଲାଣି ୭୦୦ କୋଟି । ସାରା ବିଶ୍ୱରେ 7 717.46 କୋଟି ଟଙ୍କା ରୋଜଗାର କରିଛି ଆନିମଲ୍ । ଫିଲ୍ମ ‘ଆନିମଲ୍’ରେ ବାପା-ପୁଅଙ୍କ ସମ୍ପର୍କକୁ ନେଇ ଏହି କାହାଣୀ ଗତିଶୀଳ ହୋଇଛି । ଫିଲ୍ମରେ ବାପା ଭୁମିକାରେ ଅନୀଲ କପୁରଙ୍କ ଅଭିନୟ କରିଥିବା ବେଳେ ପୁଅ ଭୂମିକାରେ ଅଭିନେତା ରଣବୀର କପୁରଙ୍କୁ ଦେଖିବାକୁ ମିଳିଛି । ହିନ୍ଦୀ ଭାଷା ସମତେ ତାମିଲ, ତେଲଗୁ, କନ୍ନଡ, ମାଲାୟଲମ୍ ମୋଟ୍ ୫ଟି ଭାଷାରେ ଆନିମଲ୍ ମୁକ୍ତିଲାଭ କରିଛି । ଲୋକ ଏହାକୁ ପସନ୍ଦ ମଧ୍ୟ କୁରଛନ୍ତି ।ଲାଗୁଛି ଚଳିତ ବର୍ଷ ଗଦର 2କୁ ଟକର୍ ଦେବ ଆନିମଲ୍ ।

