୨୪ କୋଟି ୭୫ ଲକ୍ଷରେ ବିକ୍ରି ହେଲେ ମିଚେଲ

ଆରମ୍ଭ ହୋଇଛି ଆଇପିଏଲ୍‌ ୨୦୨୪ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା । ଦୁବାଇରେ ଚାଲିଛି ନିଲାମ ପ୍ରକ୍ରିୟା । ତେବେ ସବୁଠାରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି ଖେଳାଳୀ ମିଚେଲ ଷ୍ଟାର୍କ । ତେବେ ଚଳିତ ବର୍ଷ ପ୍ରଥର ଥର ପାଇଁ ଅକ୍ସନ ବିଦେଶରେ ଆରମ୍ଭ ହୋଇଛି । ନିଲାମ ପ୍ରକ୍ରିୟା ମୋଟ ୩୩୩ ଖେଳାଳି ନାଁ ରହିଥିବା ବେଳେ ୧୦ଟି ପ୍ରାଞ୍ଚାଇଜ୍‌ ୭୭ ଖେଳାଳିଙ୍କୁ କିଣିପାରିବେ। ଏଥିରେ ୨୪୧ ଜଣ ଭାରତୀୟ ଖେଳାଳିଙ୍କ ନାମ ରଖାଯାଇଛି। ସେହିପରି ବିଦେଶରୁ ୧୧୯ ଖେଳାଳୀଙ୍କ ନାମ ରଖାଯାଇଛି। ଯେଉଁଥିରେ ୧୧୧ କ୍ୟାପ ଏବଂ ୨୧୫ ଅନ୍‌କ୍ୟାପ ଖେଳାଳି ରହିଛନ୍ତି।

 

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!