ଆସନ୍ତାକାଲି ଅବସର ଗ୍ରହଣ କରିବେ ପୋଲିସ ଡିଜି ସୁନୀଲ ବଂଶଲ । ଏହା ପୂର୍ବରୁ ପରବର୍ତୀ ଡିଜି ପାଇଁ ନାମ ଚୂଡାନ୍ତ ହେବା କଥା ବରିଷ୍ଠତା ଦୃଷ୍ଟିରୁ ୟୁପିଏସ୍ସି ଯେଉଁ ତିନି ଜଣ ଅଧିକାରୀଙ୍କ ନାଁ ସୁପାରିସ କରିବା କଥା ତାହା ଏଯାଏଁ ଆସିପାରିନଥିବା କୁହାଯାଉଛି । ତେଣୁ ନୂଆ ବର୍ଷରୁ ନୂଆ ଡିଜିପି ନିଯୁକ୍ତ ହେବା ସମ୍ଭାବନା କମ୍ । ତେଣୁ କାର୍ଯ୍ୟକାରୀ ଡିଜିପି ନିଯୁକ୍ତ କରାଯାଇପାରେ । ଅରୁଣ ଷଡଙ୍ଗୀଙ୍କୁ କାର୍ଯ୍ୟକାରୀ ଡିଜିପି ଭାବେ ନିଯୁକ୍ତି ଦିଆଯାଇପାରେ । ଏନେଇ ସରକାର ଆଜି ଘୋଷଣା କରିବାର ସମ୍ଭାବନା ରହିଛି ।
Related Posts
ଏମ୍.ଅରୁଣା ଇଣ୍ଡିଆନ୍ ବ୍ୟାଙ୍କର ନୂଆ କ୍ଷେତ୍ର ମହାପ୍ରବନ୍ଧକ
ବରିଷ୍ଠ ବ୍ୟାଙ୍କର୍ସ ଏମ୍.ଅରୁଣା ନିକଟରେ ଇଣ୍ଡିଆନ୍ ବ୍ୟାଙ୍କ ଭୁବନେଶ୍ୱର କାର୍ଯ୍ୟାଳୟର ନୂତନ କ୍ଷେତ୍ର ମହାପ୍ରବନ୍ଧକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତିା…
ବିଜେଡି ନେତାଙ୍କ ଉପରେ ପାଣି ମାଡ
ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ହେବା ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିଧାନସଭା ଘେରାଉ କରାଯାଉଛି । ବିଜେଡି କର୍ମୀମାନେ…
ପୁରୀ ଶ୍ରୀମନ୍ଦିରରେ କେବଳ ବ୍ୟବହାର ହେବ ଓମ୍ଫେଡ୍ ଘିଅ
ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ କେବଳ ଓମ୍ଫେଡ୍ ଘିଅର ବ୍ୟବହାର ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏନେଇ ମୁଖ୍ୟ ପ୍ରଶାସକ…

