୨୦୨୪କୁ ସ୍ବାଗତ ପାଇଁ ସବୁଠି ସେଲିବ୍ରେସନ୍

ରାତି ପାହିଲେ ସରୁଛି ୨୦୨୩ । ଆସୁଛି ନୂଆ ବର୍ଷ ୨୦୨୪ । ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ସେଲିବ୍ରେସନ । ଜିରୋ ନାଇଟ ସେଲିବ୍ରସନ ପାଇଁ ପ୍ରସ୍ତୁତି ଶେଷ । ଷ୍ଟେଜ୍ ସହ ଗୀତ, ସବୁକିଛି ହେବ ଦମଦାର । ବିଳମ୍ବିତ ରାତି ଯାଏଁ ଚାଲିବ ସେଲିବ୍ରେସନ। ଟୁଇନସିଟିରେ ଜିରୋନାଇଟ୍ ଉତ୍ସବ ପାଳନ ଲାଗି ବ୍ୟାପକ ଆୟୋଜନ ହେଉଛି । ହୋଟେଲରୁ ଆରମ୍ଭ କରି ବିଭିନ୍ନ କ୍ଲବ୍ ପକ୍ଷରୁ ଆୟୋଜନ ହୋଇଛି । ରାତି ୧୦ଟା ଯାଏ ଅଧିକ ଶଦ୍ଦ ସଂଗୀତ ବ୍ୟବହାର କରିପାରିବେ । ରାତି ୧୦ଟା ପରେ ସବୁକିଛି ବନ୍ଦ ହେବ। କଟକର ସମସ୍ତ କ୍ଲବ, ହୋଟେଲ ଓ ସାମାଜିକ ଅନୁଷ୍ଠାନଗୁଡିକୁ ସୂଚନା ଦେଇଛି ପୋଲିସ ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!