କିଏ ହେବ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ??

ଆରମ୍ଭ ହୋଇଛି ମୋଦି ୩.୦ , ପ୍ରଧାନମନ୍ତ୍ରୀ ଙ୍କ ସହ ଗତକାଲି ଶପଥପାଠ ଗ୍ରହଣ କରିଛନ୍ତି ମୋଦିଙ୍କ ନୂତନ କ୍ୟାବିନେଟ ମନ୍ତ୍ରୀ। ଗତକାଲି ଶପଥପାଠରେ ଅଳ୍ପକିଛି ପୁରୁଣା ଚେହେରା ସହ ବହୁ ନୂଆ ଚେହେରା ଦେଖିବାକୁ ମିଳିଥିଲା । କ୍ୟାବିନେଟ ମନ୍ତ୍ରୀ ମଣ୍ଡଳର ନୂଆ ଚେହେରା ଭିତରେ ଥିଲେ ଜଗତ ପ୍ରକାଶ ନଡ୍ଡା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂତନ କ୍ୟାବିନେଟରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଯୋଗ ଦେଇଛନ୍ତି।

ହେଲେ କ୍ୟାବିନେଟ ମନ୍ତ୍ରୀ ଭାବେ ଯୋଗଦେବା ପରେ ତାଙ୍କୁ ନିଶ୍ଚିତ ଦଳର ଅଧ୍ୟକ୍ଷ ପଦ ଛାଡିବାକୁ ପଡିବ। କିନ୍ତୁ ଏବେ ପ୍ରଶ୍ନ ଉଠିଛି ଯେ ନଡ୍ଡାଙ୍କ ପରେ କିଏ ହେବ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!