ଆଜି ବସିବ ବିଜେଡ଼ି ବୈଠକ

ନିଜକୁ ବିରୋଧୀ ଦଳ ଭାବେ ପ୍ରସ୍ତୁତ କରୁଛି ବିଜୁ ଜନତା ଦଳ । ଆରମ୍ଭ ହୋଇଛି ରଣନୀତି ଆଜି ଶଙ୍ଖ ଭବନରେ ବସିବ ବିଧାୟକ ଦଳର ବୈଠକ । ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ଜଣାଯାଇଛି ।

ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିବ ବିଜେଡି । ସମସ୍ତ ଙ୍କ ନଜର କିଏ ହେବ ବିଜେଡି ବିଧାୟକ ଦଳର ନେତା ଅର୍ଥାତ ବିରୋଧୀ ଦଳ ନେତା । ତେଣୁ ବିଜେପି ବିରୋଧରେ ଦଳର ଆଭିମୁଖ୍ୟ କିଭଳି ରହିବ ଏହା ଉପରେ ହେବାକୁ ଥିବା ରଣନୀତି ଉପରେ ମଧ୍ୟ ନଜର ରହିଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!