ଭଦ୍ରକ ଜିଲ୍ଲା କେନ୍ଦୁଆପଦା ରେଲୱେ ଷ୍ଟେସନ ଧାରଣାରେ ପଡ଼ିଛି ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ।ବିଳମ୍ବିତ ରାତିରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା ସନ୍ଦେହ । ମୃତକ ଶେରପୁର ଗାଁର ସୂଚନା, ସନ୍ଧ୍ୟାରେ ବ୍ୟାଙ୍କ କାମ ସାରି ବାହାରିଥିଲେ ହେଲେ ଘରେ ପହଞ୍ଚି ନଥିଲେ । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଟ୍ରେନ୍ ଆଗକୁ ଡେଇଁଲେ ଅସ୍ପଷ୍ଟ । ଅଧିକ ତଦନ୍ତ କରୁଛି ଜିଆରପି ପୋଲିସ ।

