କଟକ ବାଲିଯାତ୍ରା ଆଜିଠୁ ଆରମ୍ଭ । ଐତିହାସିକ କଟକ ବାଲିଯାତ୍ରା ଉଦ୍ଘାଟିତ । ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହିବା ସହ ସାଂସଦ ଭର୍ତ୍ତୃହରି ମହତାବ ଏବଂ ବିଧାୟିକା ମଧ୍ୟ ଉପସ୍ଥିତ ଅଛନ୍ତି ।
Related Posts
ଅଗଷ୍ଟ ୧୯ ରେ ଆଇକନିକ୍ କ୍ରୀଡା ଆଇକନ୍ ପୁରସ୍କାର
ଭୁବନେଶ୍ବର: ଆଇକନିକ୍ କ୍ରୀଡା ଆଇକନ୍ ପୁରସ୍କାର ଅସନ୍ତା ଅଗଷ୍ଟ ୧୯ରେ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହେବ। ଏହି ପ୍ରତିଭା ଏବଂ…
ଲାଞ୍ଚ ନେବା ଅଭିଯୋଗରେ ଦୁଇ ପୁଲିସ ଅଧିକାରୀ ନିଲମ୍ବିତ
ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଡିଜିପି ୱାଇ.ବି. ଖୁରାନିଆ ଆଜି ଦୁଇ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଡିଜିପି ଇନ୍ସପେକ୍ଟର…
ବରଗଡ଼-ନୂଆପଡ଼ା ରେଳଲାଇନ୍ ସମତେ ପଶ୍ଚିମ ଓଡ଼ିଶାରେ ୨ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ
ବରଗଡ଼-ନୂଆପଡ଼ା ରେଳଲାଇନ୍ ସମତେ ପଶ୍ଚିମ ଓଡ଼ିଶାରେ ୨ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ରାଜ୍ୟର ଅନ୍ୟତମ ଲୋକପ୍ରିୟ ଗଣପର୍ବ…

