ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ଲଞ୍ଚ ନେଇ ଧରା ପଡ଼ିଲେ ଆସୋସିଏଟ ପ୍ରଫେସର । କଟକ ଏସସିବିର ଆସୋସିଏଟ ପ୍ରଫେସର ଡ.ସନାତନ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସନାତନଙ୍କଠାରୁ ୨ ଲକ୍ଷ ୬୩ ହଜାର ଟଙ୍କା ଜବତ ହୋଇଛି । ଟଙ୍କା ଜବତ କରି ଅଧିକ ତନାଘନା କରୁଛି ଭିଜିଲାନ୍ସ ।
Related Posts
ବରଗଡ଼-ନୂଆପଡ଼ା ରେଳଲାଇନ୍ ସମତେ ପଶ୍ଚିମ ଓଡ଼ିଶାରେ ୨ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ
ବରଗଡ଼-ନୂଆପଡ଼ା ରେଳଲାଇନ୍ ସମତେ ପଶ୍ଚିମ ଓଡ଼ିଶାରେ ୨ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ରାଜ୍ୟର ଅନ୍ୟତମ ଲୋକପ୍ରିୟ ଗଣପର୍ବ…
ଭୁବନେଶ୍ଵରରେ କିସ୍ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀର ପ୍ରଥମ ଏକ୍ସକ୍ୟୁସିଭ ଶୋ’ରୁମ୍ର ଶୁଭାରମ୍ଭ
ଭୁବନେଶ୍ବର : କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ଓଡିଶାର ଭୁବନେଶ୍ଵରରେ ଏହାର ପ୍ରଥମ ଏକ୍ସକ୍ୟୁସିଭ ଶୋ’ରୁମ୍ର ବିଶାଳ ଶୁଭାରମ୍ଭ…
ପ୍ରକାଶ ପାଇଲା OJS ଫଳାଫଳ, ସୋମେଶ ରଣବିଜୁଳି ଟପ୍ପର
ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲି ସର୍ଭିସ (ଓଜେଏସ)-୨୦୨୩ ଫଳାଫଳ। ଏଥର ୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ଓଡ଼ିଶା ପବ୍ଲିକ…

