ଏଣିକି ଓଡ଼ିଶା ସିଭିଲ ସର୍ଭିସରେ ଆବେଦନ କରିପାରିବେ ତୃତୀୟ ଲିଙ୍ଗି

ଏଣିକି ଓଡ଼ିଶା ସିଭିଲ ସର୍ଭିସରେ ଆବେଦନ କରିପାରିବେ ତୃତୀୟ ଲିଙ୍ଗି । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ବିଜ୍ଞପ୍ତିରେ ସଂଶୋଧନ କରାଯାଇଛି ।

ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବର୍ଗର ପ୍ରାର୍ଥୀଙ୍କୁ  ଓସିଏସଇ-୨୦୨୫ ପରୀକ୍ଷାରେ ସୁଯୋଗ ଦେବା ଲାଗି ପଞ୍ଜୀକରଣ ଓ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି ।

୨୦ ତାରିଖ ପଞ୍ଜୀକରଣ ଅବଧି ଶେଷ ହେଉଥିବା ବେଳେ ଏହାକୁ ୨୭ ତାରିଖ ପର୍ୟ୍ୟନ୍ତ ବଢ଼ାଯାଇଛି । ମାର୍ଚ୍ଚ ୭ ତାରିଖକୁ ଆବେଦନର ଶେଷ ତାରିଖ ରଖାଯାଇଛି ।

Post Views27 Total Count

Apply Now


This will close in 0 seconds

error: Content is protected !!