ହିଟ ଆଣ୍ଡ ରନ୍ ମାମଲାରେ ଅଭିଯୁକ୍ତଙ୍କ ଭିତରେ ଜଣେ ବିଜେପି ସଦସ୍ୟ

ଦିଲ୍ଲୀ ହିଟ ଆଣ୍ଡ ରନ୍ ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି । ପୁଲିସ କହିଛି ଏହି ସମସ୍ତ ଅପରାଧୀ ହେଉଛନ୍ତି ସୁଲତାନପୁରୀ ଅଞ୍ଚଳର । ଆଇପିସି ଧାରା ୨୯୭ ଅନୁଯାୟୀ ଅପରାଧିକ ଷଡଯନ୍ତ୍ରରେ ମାମଲା ରୁଜୁ ହୋଇଛି ।ପୁଲିସ ଅପରାଧୀଙ୍କ ନାଁ ଜାରି କରିଛି ।

ଏମାନଙ୍କ ନାଁ ହେଉଛି ମନୋଜ ମିତଲ, ଯିଏକି ଜଣେ ବିଜେପି ସଦସ୍ୟ ବୋଲି ଜଣାପଡିଛି । ଆମ ଆଦମୀ ପାର୍ଟି ନେତା ସୌରଭ ଭରଦ୍ୱାଜ ଫଟୋ ଟୁଇଟ କରିଛନ୍ତି । ଯେଉଁଥିରେ ମନୋଜ ମିତଲଙ୍କ ଫଟୋ ବିଜେପି ହୋଡିଙ୍ଗସରେ ଦେଖିବାକୁ ମିଳିଛି ।

ସେହିପରି ଦୀପକ ଖନ୍ନା ହେଉଛି ଜଣେ ଡ୍ରାଇଭର, ଅମିତ ଖନ୍ନା ଜଣେ ବ୍ୟାଙ୍କ କର୍ମଚାରୀ, କ୍ରିଷ୍ଣା ଜଣେ ବେସରକାରୀ ସଂସ୍ଥାର କର୍ମଚାରୀ. ମିଥୁନ ହେଊଛି ହେୟାର ଡ୍ରେସର ।

Post Views71 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!