SBI ର ୩ୟ ତ୍ରେିମାସିକ ଫଳାଫଳ ପ୍ରକାଶ

ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସର୍ମ୍ପକରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କ ନେଟ୍ ଲାଭ ୬୮.୫% ବୃଦ୍ଧି ଘଟିଛି।

ଏପରିକି ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ ଅପରେଟିଂ ନେଟ୍ ଲାଭ ୨୫,୨୧୯ କୋଟି ଟଙ୍କା ରହିବା ସହିତ ୩୬.୧୬ ପ୍ରତିଶତ ବୃଦ୍ଧି ପାଇଛି। ବିଶେଷକରି ବ୍ୟାଙ୍କର ନେଟ୍ ଲାଭ ୧୪,୨୦୫ କୋଟି ଟଙ୍କା ହୋଇଛି। ପୂର୍ବବର୍ଷର ୮,୪୩୨ କୋଟି ଟଙ୍କାର ନେଟ୍ ଲାଭ ହୋଇଥିଲା।

ସେହିପରି ବ୍ୟାଙ୍କର ମାସକୁ ମାସ ଚଳିତ ଆର୍ଥିକ ବର୍ଷରେ ସେପ୍ଟେମ୍ବର ୩ୟ ତ୍ରେିମାସିକରେ ୧୩,୨୬୫ କୋଟି ଟଙ୍କା ହୋଇଥିଲା ଏବଂ ପ୍ୟାଟ୍ରୁ ୭ ପ୍ରତିଶତ ବୃଦ୍ଧି ପାଇଛି।

Post Views99 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!