ଗୋପାଳକୁ ବୁଝିବା ପାଇଁ ଏଫବିଆଇ ସହାୟତା ଲୋଡ଼ିଛୁ: ମୁଖ୍ୟମନ୍ତ୍ରୀ

ନବ ଦାସ ମର୍ଡର କେସ୍ର ପ୍ରାୟ ୨୫ ଦିନ ପରେ ଆଜି ମୁଁହ ଫିଟାଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଘଟଣାକୁ ନେଇ ବହୁ ଦିନ ହେବ ସମାଲୋଚିତ ହେବା ପରେ ଶେଷରେ ପାଟି ଫିଟାଇଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ନବୀନ ପଟ୍ଟନାୟକ। ନବ ଦାସ ମର୍ଡର କେସ୍ର ତଦନ୍ତ ପାଇଁ ଆମେରିକୀୟ ତଦନ୍ତକାରୀ ସଂସ୍ଥା FBI ର ସହାୟତା ମଗାଯାଇଛି।

‘ଏନେଇ ସହଯୋଗ କରିବାକୁ ଗୃହ ମନ୍ତ୍ରାଳୟକୁ ମଧ୍ୟ ଅନୁରୋଧ କରାଯାଇଛି’। FBI ବିହେଭିୟୋରାଲ ସପୋର୍ଟ ୟୁନିଟ ସହ ଯୋଗସୂତ୍ର ପାଇଁ ଅନୁରୋଧ କରିଛୁ।’ ନବ ଦାସ ମର୍ଡର କେସ୍ର ପ୍ରାୟ ୨୫ ଦିନ ପରେ ଗୃହରେ ଏପରି ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!