ଦ୍ବିତୀୟ ଦିନରେ ସୁନ୍ଦରଗଡ଼ରେ 5ଟି ସଚିବଙ୍କ ସମୀକ୍ଷା

ସୁନ୍ଦରଗଡ଼ ସମୃଦ୍ଧିର ଯାତ୍ରାରେ ଫାଇଭ-ଟି ସଚିବଙ୍କ ନନଷ୍ଟପ ରିଭ୍ୟୁ। ସ୍କୁଲରୁ କଲେଜ, ଡାକ୍ତରଖାନାରୁ ମିଶନ ଶକ୍ତି କାଫେ।

ସୁନ୍ଦରଗଡ଼ ଗସ୍ତର ଦ୍ବିତୀୟ ଦିନରେ ସାରା ଜିଲ୍ଲାରେ ଅବିଶ୍ରାନ୍ତ ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ।

ପ୍ରଥମେ ରାଜଗାଙ୍ଗପୁର ବ୍ଲକ ଘୋଘରରେ ପହଞ୍ଚିଥିଲେ ଫାଇଭ-ଟି ସଚିବ। ଘୋଘରେଶ୍ବର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରି ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ।

ପରେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସମନ୍ଵିତ ଭୌତିକ ଚିକିତ୍ସା ବିଭାଗର ସ୍ଥିତି ଅନୁଧ୍ୟାନ କରି ରୋଗୀଙ୍କୁ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ରାଜଗାଙ୍ଗପୁର ରେଲଓ୍ବେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ।

Post Views65 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!