ଓସ୍କାର ଆୱାର୍ଡ ୨୦୨୩ରେ ଏଥର କମାଲ କଲା RRR

ଓସ୍କାର ଆୱାର୍ଡ ୨୦୨୩ରେ ଏଥର କମାଲ କରିଛି ଭାରତୀୟ ଫିଲ୍ମ । ୯୫ ତମ ଓସ୍କାର ଆୱାର୍ଡରେ ଦୁଇ ଦୁଇଟି ବିଭାଗରେ ଭାରତୀୟ ଫିଲ୍ମ ବାଜିମାରି ନେବା ସିନେମା ପ୍ରେମୀଙ୍କୁ ଉତ୍ସାହିତ କରିଛି ।

ବହୁ ଚର୍ଚ୍ଚିତ ଫିଲ୍ମ ‘ଆରଆରଆର’ର ଗୀତ ନାଟୁ ନାଟୁ ଓସ୍କାର ପୁରସ୍କାର ପାଇଛି । ବେଷ୍ଟ ଅରଜିନାଲ ସଙ୍ଗ କ୍ୟାଟାଗୋରୀରେ ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ବିଜୟୀ ହୋଇଛି ।

ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତା ରାମଚରଣ ତେଜା ଓ ଜୁନିୟର ଏନଟିଆର ଅଭିନୟ କରିଛନ୍ତି ।

ନିର୍ଦ୍ଦେଶକ ରାଜାମୌଲିଙ୍କ ଫିଲ୍ମ ଆରଆରଆରକୁ ବେଷ୍ଟ ଅରଜିନାଲ ସଙ୍ଗ କାଟାଗୋରୀରେ ମନୋନୀତ କରାଯାଇଥିଲା । ଏହି ବର୍ଗରେ ପ୍ରଥମ ଥର ପାଇଁ ଓସ୍କାର ଜିଣି ନାଟୁ ନାଟୁ ଭାରତକୁ ଗର୍ବିତ କରିଛି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!