ପୁଷ୍ପା ଫିଲ୍ମରେ ଅଭିନୟ କରିଥିବା ଜଣେ ଅଭିନେତା ଗିରଫ

ପୁଷ୍ପା ପାର୍ଟ ୨କୁ ଫିଲ୍ମରେ ଅଭିନୟ କରିଥିବା ଜଣେ ଅଭିନେତା ଗିରଫ ହୋଇଛନ୍ତି । ପୁଷ୍ପା ଦ ରାଇଜରେ ଅଲ୍ଲୁ ଅର୍ଜୁନଙ୍କ ସହଯୋଗୀ ଥିବା କେଶବ ମାନେ ଅଭିନେତା ଜଗଦୀଶ ପ୍ରତାପଙ୍କୁ ପୋଲିସ୍ ଗିରଫ କରିନେଇଛି । ଫିଲ୍ମରେ କେଶବ ଦର୍ଶକଙ୍କ ମନ ଜିଣିଥିଲେ ।
ପଞ୍ଜାବୁଟା ପୋଲିସର କହିବା ଅନୁସାରେ, ଜଗଦୀଶ ଗତ ନଭେମ୍ବର ୨୭ରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଥିଲାବେଳେ ଲୁଚିକି ମହିଳାଙ୍କ ଭିଡିଓ ସୁଟ୍ କରିଥିଲେ। ଏହି କ୍ଲିପକୁ ଭାଇରାଲ କରିଦେବାକୁ ଉକ୍ତ ମହିଳାଙ୍କୁ ଧମକ ଦେଉଥିଲେ । ଏହା ପରେ ଉକ୍ତ ମହିଳା ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଏହା ପରଠୁ ଜଗଦୀଶ ଫେରାର୍ ଥିଲେ । ପୋଲିସ୍ ଖୋଜାଖୋଜି କରିବା ପରେ ଏବେ ତାଙ୍କୁ ଗିରଫ କରିଛି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!