ଚିନ୍ତା ବଢ଼ାଇଲା ଏଚ୩ଏନ୨ ଭାଇରସ୍

ଡାକ୍ତରଙ୍କ ବିନା ପରାମର୍ଶରେ ଅଯଥା ମନଇଚ୍ଛା ଔଷଧ ଖାଆନ୍ତୁ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।କୋଭିଡ ଏଚ୩ଏନ୨ ଭାଇରସର ଲକ୍ଷଣ ସମାନ ରହିଛି ।

ଚିନ୍ତା ବଢ଼ାଉଛି ଏଚ୩ଏନ୨ ଭାଇରସ୍ ।ରାଜ୍ୟରେ ଏହାରି ଭିତରେ ଚିହ୍ନଟ ହେଲେଣି ୫୯ ରୋଗୀ । ସିମଟମ ବଢ଼ୁଥିବାରୁ ବଢ଼ାଯିବ ଆଇଏଲଏସ ସର୍ଭିଲାନ୍ସ । ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ତେଣୁ କୋଭିଡ ନେଗେଟିଭ ଥିଲେ ସାମ୍ପୁଲ କଲେକ୍ଟ କରି ପଠାଯିବକୁ କୁହାଯାଇଛି । ସିମଟମ ଥିଲେ ଟେଷ୍ଟ କରିବାକୁ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ନିଜକୁ ଆଇସୋଲେଟ କରନ୍ତୁ । ଆତଙ୍କିତ ହେବାର ଆବ୍ୟଶକତା ନାହିଁ ।

Post Views63 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!