ରାଜ୍ୟରେ ସ୍ବାଭାବିକ ହେଲା ବସ୍ ଚଳାଚଳ

ଡ୍ରାଇଭରଙ୍କ ବିରୋଧ ଯୋଗୁ ବସ ଚଳାଚଳରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ହୋଇଥିବାରୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସମ୍ପାଦକ ।

ରାଜ୍ୟରେ ସ୍ବାଭାବିକ ହେଲା ବସ୍ ଚଳାଚଳ । ସୁରକ୍ଷା ଦାବିରେ ଦିଆଯାଇଥିବା ବସ ଧର୍ମଘଟ ନିଷ୍ପତ୍ତି ହୋଇଛି ପ୍ରତ୍ୟାହାର ।

ରାଜ୍ୟରେ ଆଜିଠାରୁ ଘରୋଇ ବସ ଚଳାଚଳ ସ୍ୱାଭାବିକ ହେଲା ବୋଲି କହିଛନ୍ତି ଘରୋଇ ବସ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁ । ସେ କହିଛନ୍ତି ବର୍ତ୍ତମାନ ରାଜ୍ୟର ଅଧିକାଶ ରୁଟକୁ ବସ ଚଳାଚଳ ଆରମ୍ଭ ହୋଇଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!