ଝାରସୁଗୁଡା ଉପନିର୍ବାଚନ ପାଇଁ ପର୍ଯ୍ଯବେକ୍ଷକଙ୍କ ନାଁ ଘୋଷଣା କରିଛି ବେଜିଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୩ ବରିଷ୍ଠ ନେତାଙ୍କୁ ପର୍ଯ୍ଯବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।
ଏ ନେଇ ସୂଚନା ଦେଇଛନ୍ତି ବିଜେଡିର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
୩ ବରିଷ୍ଠ ନେତା ହେଲା ଦେବୀ ପ୍ରସାଦ ମିଶ୍ର, ପ୍ରଶନ୍ନ ଆଚାର୍ଯ୍ଯ ଓ ସାରଦା ପ୍ରସାଦ ନାୟକ।

