ପୋଲିସ୍ ସ୍କାନରରେ ଆଉ ୩ ବାଉଁଶର

୧୦ କୋଟିର ଜମି ପାଇଁ କୋଟିଏ ଟଙ୍କା ର ବଟି ଘଟଣାରେ ଅନ୍ୟ ୩ ବାଉଁଶରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।ପୂର୍ବରୁ ୭ ଜଣ ଜମି ପୋଜେସନ ମାଫିଆଙ୍କୁ ବାନ୍ଧିଥିଲା ନୟାପଲ୍ଲୀ ପୋଲିସ ।୨ ଲେଡି ଡ଼ନଙ୍କୁ ମଧ୍ୟ ଲକ୍ଷ୍ମୀସାଗର ଅଞ୍ଚଳରୁ ଗିରଫ କରିଥିଲା ପୋଲିସ ।

ପ୍ରେସିଡେନ୍ସି ପଛରେ ଏକ ବିବାଦୀୟ ଜମିକୁ ନେଉଥିଲେ ପୋଜେସନ।ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ। ୨୫ ତାରିଖରେ ଏ ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା ।

ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ,ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବାଳିଆରସିଂ ଓ ଆଶିଷ ରାୟ ଗିରଫ ହୋଇଥିଲେ ।ନକୁଳ ମହାକୁଡ଼ ନାଁ ରେ ପୂର୍ବରୁ NSA ଲାଗିଥିଲା।ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ପୋଜେସନ ଗ୍ୟାଙ୍ଗ ।

ହାତରେ ଦଉଡି ବାନ୍ଧି ରାସ୍ତାରେ ଚଲେଇ ନେଇଥିଲା ପୋଲିସ । ବୁଲଡୋଜର ଲଗାଇ ଜମିରେ ଥିବା ମାର୍ବଲ ଓ ପ୍ଲାଏଉଡ଼ ଦୋକାନ ଭାଙ୍ଗିଥିଲେ ଗୁଣ୍ଡା

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!